Recent comments

Breaking News

Sahid Raghu Sardaar(2020)||Odia New Upcoming Movie ,Babushaan ,Debashis,Budhaaditya


About This Movie:


Movie- Sahid Raghu Sardar
Star Cast-Babushaan, Budhaditya,Debashis
Subha Mahurat-N/A
Director-Ranjeeb Mohanty
Music Director-Bikash Shukla
Type-Patriotic
Language-Odia

Details:

ନିର୍ମାଣ ହେବାକୁ ଯାଊଛି ସତ୍ଯ ଘଟଣା ଉପରେ ଆଧାରିତ ଏକ ନୂଆ ଓଡିଆ ଚଳଚିତ୍ର "ସହିଦ ରଘୁ ସର୍ଦାର" । ଏହି ଫିଲ୍ମ ଟି ଦେଶ ପ୍ରେମ ଉପରେ ଆଧାରିତ । ଜଣେ  ସାଧାରଣ ସର୍ଦାର କିପରି ଭାରତ ମାତା ପାଇଁ ନିଜର ପ୍ରାଣ ବଳି ଦେଇ ନିଜର ଦେଶ କୁ ଶତୃ କବଳରୁ ମୁକ୍ତି ଲାଭ କରାଏ ତାହା ଦର୍ଶା ଯାଈଛି। ସହିଦ ରଘୁ ସର୍ଦାର ରେ ମୁଖ୍ଯ ଭୁମିକାରେ ନଜର ରେ ଆସିବେ ,ସୁପର ଷ୍ଟାର ବାବୁଶାନ ମହାନ୍ତି,ଦେବାଶିଶ ମହାନ୍ତି ଏବଂ ବୁଦ୍ଦାଦିତ୍ଯ । ଫିଲ୍ମ ଟିର ଶୁଭ ମହୁରତ ଜଲ୍ଦି ହିଁ କରାଯାଈ ,ଶୁଟିଂ କାର୍ଯ ମଧ୍ଯ ଶିଘ୍ର କରାଯିବ ବୋଲି ପ୍ରଜୋଜନା ସଂସ୍ଥା ତରଫରୁ ଯଣାପଡୁଛି ।

ଏହି ଫିଲ୍ମ ର ନାୟୀକା ର ସିଲେକ୍ସନ ଏପର୍ଯନ୍ତ ହୋଈ ନଥିଲେ ମଧ୍ଯ ,ସୁପ୍ରିଆ ଏହି ଫିଲ୍ମ ରେ ବାବୁଶାନ ଙ୍କ ବିପକ୍ଷ ରେ ଦେଖିବାକୁ ମିଳିବେ ବୋଲି କିଛି ଉଡା ଖବର ରୁ ଯଣା ପଡୁଛି । ଆହୁରି ମଧ୍ଯ ଦର୍ଶକ ମାନେ ଏହି ସିନେମାରେ ସିଦ୍ଦାନ୍ତ ମହାପାତ୍ର ଏବଂ ଅନୁଚୈଧୁରି ଙ୍କୁ ଏକ ଗୁରୁତ୍ବପୂର୍ଣ ଭୁମିକରେ ଦେଖିବାକୁ ପାଈ ପାରିବେ
Story:

ଏହି ଫିଲ୍ମ ରେ ସଂଗୀତ ନିର୍ଦେଶନା ବିକାଶ ଶୁକ୍ଳା ଦେଈଥିବା ବେଳେ ଫିଲ୍ମ ଟିର ନିର୍ଦଶନା ଦେଇଛନ୍ତି ରଞ୍ଜୀବ ମହାନ୍ତି ।
ଏହି ଫିଲ୍ମ ଟି ଏକ ସତ୍ଯ ଘଟଣା ଉପରେ ଆଧାରିତ ଜଣେ ସହିଦ ଙ୍କ ସଂଘର୍ଷ କୁ ବଡ ପରଦାରେ ପ୍ରଦର୍ଶୀତ କରା ଯାଈଛି ।

Release Date:

ଏହି ଫିଲ୍ମ ଟିର ଶୁଭ ମହୁରତ ଏଯାଏଁ ହୋଈ ନଥିଲେ ମଧ୍ଯ ,ଶୁଭ ମହୁରତ ଯଲ୍ଦି ହିଁ କରାଯାଈ ଫିଲ୍ମ ଟିକୁ ଆସନ୍ତା  ବର୍ଷ ଅରଥାତ 2020  ମସିହା ଅଗଷ୍ଟ 15 ତାରିଖ ଦିନ ରିଲିଜ କରା ଯିବ ବୋଲି ପ୍ରଯୋଯନା ସଂସ୍ଥା ତରଫରୁ ସୁଚନା ମିଳୁଛି

No comments