Recent comments

Breaking News

Mr majnu Odia Upcoming Movie(2019)||Of Superstar Babushaan


About Movie:

Movie- Mr. Majnu
Director-Ashok patti
Production-Tarang Cine Production
Star Cast-Babushaan,Divya,Sheetal
Release Date-Dusherra(2019)

Details:

ଚଳିତ ବର୍ଷ ରଜରେ ଧମାକା ଶୃଷ୍ଠି କରିଥିବା ବାବୁଶାନ ଙ୍କ ଫିଲ୍ମ "ଗୋଲମାଲ ଲଭ" ର ସଫଳତା ପରେ ବର୍ତମାନ ପୁଣି ଥରେ ଦର୍ଶକ ଙ୍କ ମନୋରନ୍ଜନ ପାଈଁ ଡାଈରେକ୍ଟର ଅଶୋକ୍ ପତି ନେଈ ଆସୁଛନ୍ତି ଆଉ ଏକ ନୁଆ ସିନେମା ଜାହାର ନାମ ହେଲା "ମିଷ୍ଟର ମଜନୁ" ।
ଫିଲ୍ମ ଟିର ଟାଇଟେଲ ର ଚର୍ଚା ବହୁ ଦିନ ପୂର୍ବରୁ ଶୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ,କିନ୍ତୁ ସେତେବେଳେ ଫିଲ୍ମ ଟିକୁ ରିଲିଜ କରା ଯାଇ ନଥିଲା । କିନ୍ତୁ କିଛିଦିନ ହେବ ସୁପର ଷ୍ଟାର ବାବୁଶାନ ମହାନ୍ତି ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଏହି ଫିଲ୍ମ ସମ୍ପର୍କ ରେ କିଛି ଗୁଡିଏ ଫଟୋ ପୋଷ୍ଟ କରି ,ଏହି ଫିଲ୍ମ ଟି ଅଃଥର ଦଶହରାରେ ମୁକ୍ତି ଲାଭ କରିବ ବୋଲି କହିଛନ୍ତି ।

Story:

ଫିଲ୍ମ ଟିରେ ବାବୁଶାନ ଙ୍କ ସହ ଦେଖିବାକୁ ମିଲିବେ ତିନି ତିନି ଜଣ ନାୟୀକା ଶିତଲ,ଦିବ୍ଯା
ଏହି ଫିଲ୍ମ ଟିରେ ଆପଣ ମାନେ ଜବରଦସ୍ତ କମେଡି ସହ ତ୍ରୀକୋଣୀୟ ଲଭଷ୍ଟୋରୀ ମଧ୍ଯ ଦେଖିବାକୁ ମିଳିବ

Release Date:

ଏହି ଫିଲ୍ମ ଟିକୁ ଆପଣ ମାନେ ଏହି ଦଶହରା ରେ ଆପଣଙ୍କ ନିକଟସ୍ତ ସିନେମା ଘରେ ଦେଖିବାକୁ ପାଇପାରିବେ

No comments